ହୋଟେଲ୍‌ ସାଉଥ୍‌ସିଟି ବାର୍‌ରେ ଚଢ଼ଉ : ବାର୍‌ ମାଲିକ ଓ କନେଷ୍ଟବଳ ସଂଘ ସଂପାଦକ ଅଟକ

ସୁରକ୍ଷା ଦେବା ଅଭିଯୋଗରେ ବଦଳିଲେ ତମାଣ୍ଡୋ ଥାନାଧିକାରୀ ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟାକାଣ୍ଡର ତଦନ୍ତ ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ସାଉଥ୍‌ସିଟି ବାର୍‌ର କଳା କାରନାମା ପଦାରେ ପଡ଼ିଛି। ସେପ୍ଟେମ୍ବର ମାସରୁ ଲାଇସେନ୍ସ ଅବଧି ସରିଥିଲେ ବି ଏଠାରେ ବେଆଇନ ଭାବେ ବାର୍‌ ଚାଲିବା ସହ ବିଳମ୍ବିତ ରାତି … Continue reading ହୋଟେଲ୍‌ ସାଉଥ୍‌ସିଟି ବାର୍‌ରେ ଚଢ଼ଉ : ବାର୍‌ ମାଲିକ ଓ କନେଷ୍ଟବଳ ସଂଘ ସଂପାଦକ ଅଟକ